28.1 C
Bhubaneswar
Saturday, May 10, 2025
Homeଓଡିଶାୱାକଫକୁ ବିରୋଧ: କଟକରେ ପଦଯାତ୍ରା

ୱାକଫକୁ ବିରୋଧ: କଟକରେ ପଦଯାତ୍ରା

କଟକ: ୱାକଫ ଆଇନକୁ ବିରୋଧ କରି ପଦଯାତ୍ରା କରୁଛନ୍ତି ମୁସଲମାନ ସମ୍ପ୍ରଦାୟ । ଗାନ୍ଧୀ ଭବନରୁ ଜିଲ୍ଲାପାଳ ଅଫିସ ଯାଏଁ ପଦଯାତ୍ରା କରିଛନ୍ତି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୪ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking