14.1 C
Bhubaneswar
Sunday, December 7, 2025
Homeଓଡିଶାବନ୍ୟଜନ୍ତୁଙ୍କୁ ସୁରକ୍ଷା ଦିଅ: ମୁଖ୍ୟମନ୍ତ୍ରୀ

ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦିଅ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଡିଏଫଓ ସମ୍ମିଳନୀ । ବନ ଅଧିକାରୀଙ୍କୁ ତାଗିଦ କଲେ  ମୁଖ୍ୟମନ୍ତ୍ରୀ  ମୋହନ ମାଝୀ । ଦୁର୍ନୀତି ବିରୋଧରେ କଠୋର ହୋଇଛନ୍ତି ସରକାର ।  ସମ୍ମିଳନୀରେ କହିଛନ୍ତି,  କିଛି ଜଣଙ୍କ ପାଇଁ ବିଭାଗ ବଦନାମ ନହେଉ । ଦୁର୍ନୀତି କରରୁଥିଲେ ଏବେଠୁ ସୁଧୁରିଯାଅ ।  ୧୦ ବର୍ଷରେ ୭୭୯ ହାତୀ ମରିଛି । ବ୍ୟଜନ୍ତୁଙ୍କୁ ସୁରକ୍ଷା ଦିଅ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking