29.1 C
Bhubaneswar
Tuesday, April 22, 2025
Homeଓଡିଶାବିଜେଡି ବିବାଦ: ବିଜେଡିରେ ମନ୍ଥର ଚାଲିଛି - ଆୟୁବ ଖାନ

ବିଜେଡି ବିବାଦ: ବିଜେଡିରେ ମନ୍ଥର ଚାଲିଛି – ଆୟୁବ ଖାନ

ଭୁବନେଶ୍ୱର: ବିଜେଡି ବିବାଦ ନେଇ ଆୟୁବ ଖାନ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ସମୁଦ୍ର ମନ୍ଥନରେ ବିଷ ଆଉ ଅମୃତ  ବାହାରିଥିଲା । ଏବେ  ବିଜେଡିରେ ମନ୍ଥର ଚାଲିଛି ।  ଦଳର ପୁରୁଣା ଓ ସମର୍ପିତ ନେତା  ଅମୃତ  ପିଇବେ । ଯେଉଁମାନେ  ଦଳର କ୍ଷତି କରୁଛନ୍ତି ତାଙ୍କୁ ବିଷ ଦିଆଯିବ । ଆମେ ନବୀନଙ୍କ ସପକ୍ଷରେ ଅଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking