22.1 C
Bhubaneswar
Wednesday, December 17, 2025
Homeଓଡିଶାପ୍ରାଧ୍ୟାପିକାଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ

ପ୍ରାଧ୍ୟାପିକାଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ

କେନ୍ଦୁଝର: ମହିଳା ମହାବିଦ୍ୟାଳୟର ଠିକା ପ୍ରାଧ୍ୟାପିକାଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି । ମୃତକଙ୍କୁ ପ୍ରାଧ୍ୟାପିକା ପ୍ରିୟଙ୍କା ଦାସ ବୋଲି ଚିହ୍ନଟ କରାଯାଇଛିି । ପୁରୁଷ ବନ୍ଧୁଙ୍କ ଘରେ ସନ୍ଦେହଜନକ ମୃତ୍ୟୁ ଘଟିଛି । ଏହି ଘଟଣାରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ପୁରୁଷ ବନ୍ଧୁ ରୁଦ୍ର ନାରାୟଣ ମିଶ୍ର ବୋଲି ଜଣାପଡିଛି । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁରୁଷ ବନ୍ଧୁକୁ ଅଟକ ରଖି ପଚରାଉଚରା କରୁଛି । ଅଧିକ ତଥ୍ୟ ପାଇଁ ପୋଲିସର ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking