28.1 C
Bhubaneswar
Thursday, July 17, 2025
Homeଓଡିଶାରାଜା ଚକ୍ରଙ୍କ ସମ୍ପତ୍ତି ଆଟାଚ୍ ପାଇଁ ପ୍ରକ୍ରିୟା

ରାଜା ଚକ୍ରଙ୍କ ସମ୍ପତ୍ତି ଆଟାଚ୍ ପାଇଁ ପ୍ରକ୍ରିୟା

ଭୁବନେଶ୍ୱର: କେନ୍ଦୁଝରରେ ତିନୋଟି କ୍ରସରରେ ଚଢାଉ । କ୍ରସରଗୁଡିକ ବେଆଇନ ଭାବେ ଚାଲୁଥିôବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ରାଜା ଚକ୍ରଙ୍କ କ୍ରସର ଓ ଷ୍ଟକୟାର୍ଡ ଉପରେ କ୍ରାଇମବ୍ରାଞ୍ଚ, ଏସଟିଏଫ ଓ ଇଓଡବ୍ଲୁ ପକ୍ଷରୁ ଚଢାଉ । ମାପଚୁପ ସହ ସମ୍ପତ୍ତି ଆଟାଚ୍ ପାଇଁ ପ୍ରକ୍ରିୟା ଆରମ୍ଭ । ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସି ହେରାଫେର ମାମଲାରେ ଜେଲରେ ଅଛନ୍ତି ରାଜା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking