33.1 C
Bhubaneswar
Wednesday, October 16, 2024
Homeପ୍ରୋ କବାଡି ଲିଗ୍ - 2024ପ୍ରୋ କବାଡି ଲିଗ୍ ୨୦୨୪ : ଅଂଶଗ୍ରହଣ କରୁଥିବା ସମସ୍ତ ଦଳଙ୍କ ନାମ ଜାଣନ୍ତୁ

ପ୍ରୋ କବାଡି ଲିଗ୍ ୨୦୨୪ : ଅଂଶଗ୍ରହଣ କରୁଥିବା ସମସ୍ତ ଦଳଙ୍କ ନାମ ଜାଣନ୍ତୁ

ନୂଆଦିଲ୍ଲୀ : ପ୍ରୋ କବାଡି ଲିଗ୍ ୨୦୨୪ ଅକ୍ଟୋବର ୧୮ ରେ ହାଇଦ୍ରାବାଦର ଜିଏମସି ବାଲାୟୋଗୀ ସ୍ପୋର୍ଟସ କମ୍ପ୍ଲେକ୍ସରେ ତେଲୁଗୁ ଟାଇଟାନ୍ସ ଏବଂ ବେଙ୍ଗାଲୁରୁ ବୁଲସ ମଧ୍ୟରେ ମ୍ୟାଚରୁ ଆରମ୍ଭ ହେବ । ବର୍ତ୍ତମାନ ଏହାର ଏକାଦଶ ସିଜନରେ ପ୍ରୋ କବାଡି ଲିଗ୍ (ପିକେଏଲ) ତିନି ସହର ଫର୍ମାଟକୁ ଫେରିବ । କବାଡି ମ୍ୟାଚ୍ ଅକ୍ଟୋବର ୧୮ ରୁ ନଭେମ୍ବର ୯ ପର୍ଯ୍ୟନ୍ତ ହାଇଦ୍ରାବାଦରେ ଏବଂ ପରେ ନଭେମ୍ବର ୧୦ ରୁ ଦ୍ୱିତୀୟ ଲେଗ ପାଇଁ ନୋଏଡା ଇନଡୋର ଷ୍ଟାଡିୟମରେ ଖେଳାଯିବ । ତେବେ ପିକେଏଲ ୨୦୨୪-୨୫ ରେ ମୁକାବିଲା କରିବାକୁ ଯାଉଥିବା ୧୨ଟି ଦଳ ହେଉଛନ୍ତି :

ବେଙ୍ଗଲ ୱାରିୟର୍ସ
ବେଙ୍ଗାଲୁରୁ ବୁଲସ
ଦବାଙ୍ଗ ଦିଲ୍ଲୀ କେସି
ଗୁଜୁରାଟ ଜେଣ୍ଟସ୍
ହରିୟାଣା ଷ୍ଟିଲର୍ସ
ଜୟପୁର ପିଙ୍କ ପାନ୍ଥର୍ସ
ପାଟନା ପରଟିସ
ପୁନେରୀ ପାଲଟନ୍
ତାମିଲ ତାଲାଇଭାସ୍
ତେଲୁଗୁ ଟାଇଟାନ୍ସ
ୟୁ ମୁମ୍ବା
ୟୁପି ଯୋଦ୍ଧା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking