25.1 C
Bhubaneswar
Thursday, July 4, 2024
Homeଓଡିଶାଆଦିତ୍ୟ ନବୀନଙ୍କ ବ୍ୟକ୍ତିଗତ ସଚିବ

ଆଦିତ୍ୟ ନବୀନଙ୍କ ବ୍ୟକ୍ତିଗତ ସଚିବ

ଭୁବନେଶ୍ୱର : ଓଏଏସ୍ ଆଦିତ୍ୟ ମହାପାତ୍ର ହେଲେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ । ବିରୋଧୀ ଦଳ ନେତା ନବୀନଙ୍କ ସଚୀବ ହେଲେ ଆଦିତ୍ୟ । ଆଦିତ୍ୟ ମହାପାତ୍ରଙ୍କୁ ମିଯୁକ୍ତି ଦେଲେ ରାଜ୍ୟ ସରକାର । ଏନେଇ ସାଧାରମ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଥିଲେ ଆଦିତ୍ୟ।

ବନ୍ଦ ଥିବା ସ୍କୁଲ ଖୋଲା ଯିବ : ଗଣଶିକ୍ଷା ମନ୍ତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking