25.1 C
Bhubaneswar
Saturday, February 7, 2026
Homeଓଡିଶାଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ

ଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ରେଳ ପ୍ରକଳ୍ପର  ଶିଳାନ୍ୟାସ  ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ପତାକା ଦେଖାଇ ଶୁଭାରମ୍ଭ କଲେ ମୋଦୀ ।  ନରାଜରେ  ନିର୍ମିତ ଇଭି ବସ  ଡିପୋର ଉଦଘାଟନ ହୋଇଛି । ଏହା ସହିତ ଲକ୍ଷପତି ଦିଦିଙ୍କୁ ସମ୍ବର୍ଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ । ଓଡିଶା ଭିଜନ ୨୦୩୬ ପୁସ୍ତକ ଉନ୍ମୋଚନ କରିଛନ୍ତି ।  ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ଶୁଭାରମ୍ଭ ହେବ ।  ପ୍ରତି ପଞ୍ଚାୟତରେ ହେବ ଗୋଦାବରୀଶ ଆଦର୍ଶ ସ୍କୁଲ ।  ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ଶୁଭାରମ୍ଭ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking