29.1 C
Bhubaneswar
Saturday, February 7, 2026
Homeଓଡିଶାଝାରସୁଗୁଡା ଯୁବ ସମାବେଶରେ ପ୍ରଧାନମନ୍ତ୍ରୀ

ଝାରସୁଗୁଡା ଯୁବ ସମାବେଶରେ ପ୍ରଧାନମନ୍ତ୍ରୀ

ଝାରସୁଗୁଡା: ଝାରସୁଗୁଡା ଅମଲିପାଲିରେ ଯୁବ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବାକୁ ସଭାସ୍ଥଳ ଲୋକାରଣ୍ୟ ଦେଖାଦେଇଛି । ୫୦ ହଜାର କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟ ଭେଟି ଦେବେ । ମୋଦିଙ୍କୁ ସଭାସ୍ଥଳରେ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସଭାରେ ନିଜର ଅଭିଭାଷଣ ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଆମ ଗୌରବ ବିଷୟର କହିଲେ । ମଞ୍ଚରେ ରାଜ୍ୟପାଳ କମ୍ଭମପତି ହରିବାବୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ସାଂସଦ ପ୍ରଦୀପ ପୁରୋହିତ, ବୈଜୟନ୍ତ ପଣ୍ଡା, ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ପ୍ରଭାତୀ ପରିଡା, ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମନ୍ତ୍ରୀ ସୂର୍ଯ୍ୟାବଂଶୀ ସୁରଜ, ମନ୍ତ୍ରୀ ରବି ନାୟକ, ବିଧାୟକ ଜୟ ନାରାୟଣ ମିଶ୍ର, ଟଙ୍କଧର ତ୍ରିପାଠୀ ଉପସ୍ଥିତ ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking