ଭୁବନେଶ୍ୱର : ଆଳୁ ଦରବୃଦ୍ଧି ପାଇଁ ପୂର୍ବ ସରକାର ଦାୟୀ । ପୂର୍ବ ସରକାରଙ୍କୁ ଦାୟୀ କଲେ ମୁଖ୍ୟମନ୍ତ୍ରୀ । ଆଳୁ ମିଶନ ଫେଲ୍ ମାରିବାରୁ ହିଇରାଣ ହେବାକୁ ପଡିଲା । ଆଲୋଚନା ସତ୍ତ୍ୱେ ପଶ୍ଚିମବଙ୍ଗ ସରକାର ଦେଲେନି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜାଣିଶୁଣି ପଶ୍ଚିମବଙ୍ଗ ସରକାର କୃତ୍ରିମ ସଙ୍କଟ ସୃଷ୍ଟି କଲେ । ବାଧ୍ୟ ହୋଇ ଆମେ ୟୁପିରୁ ଆଳୁ ମଗାଇଲୁ । ଆଳୁଚାଷ କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ କଲେ ଅପିଲ୍ ।