29.1 C
Bhubaneswar
Friday, April 3, 2026
Homeଓଡିଶାରାଷ୍ଟ୍ରପତିଙ୍କ ଉପସ୍ଥିତି ଆମ ପାଇଁ ଉତ୍ସାହ: ମୁଖ୍ୟମନ୍ତ୍ରୀ

ରାଷ୍ଟ୍ରପତିଙ୍କ ଉପସ୍ଥିତି ଆମ ପାଇଁ ଉତ୍ସାହ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ରାଷ୍ଟ୍ରପତିଙ୍କୁ ଗୃହରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଉପସ୍ଥିତି ଆମ ପାଇଁ ଉତ୍ସାହ । ସଂଘର୍ଷମୟ ଜୀବନ ଓ ସଫଳତା ନେଇ ବଧେଇ ଜଣାଇଲେ । ସର୍ବୋଚ୍ଚ ଆସନରେ ବସି ଜନ୍ମଭୂମି ଓ କର୍ମଭୂମିକୁ ଭୁଲି ନାହାନ୍ତି । ଏଇ ବିଧାନସଭାରେ ଶ୍ରେଷ୍ଠ ବିଧାୟିକା ଭାବେ ପୁରସ୍କୃତ ହୋଇଛନ୍ତି । ସେ ଆହୁରି କହିଛନ୍ତି ଯେ ମହାମହିମ ଦେଶର କନିଷ୍ଠତମ ରାଷ୍ଟ୍ରପତି ଓ ପ୍ରଥମ ନାଗରିକ । ରାଷ୍ଟ୍ରପତି ଭାବେ ଅନ୍ୟ ପାଇଁ ଆପଣ ଉଦାହରଣ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking