29.1 C
Bhubaneswar
Thursday, June 19, 2025
Homeଦେଶ ବିଦେଶଆକାଶମାର୍ଗରୁ ଆକ୍ରମଣର ମୁକାବିଲା  ପାଇଁ ପ୍ରସ୍ତୁତି

ଆକାଶମାର୍ଗରୁ ଆକ୍ରମଣର ମୁକାବିଲା  ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ: ଯୁଦ୍ଧ ସ୍ଥିତିକୁ ନଜରରେ ରଖି ପୁଣ୍ଣ  ପ୍ରସ୍ତୁତ  ରହିବାକୁ  ନିର୍ଦ୍ଦେଶ  ଦିଆଯାଇଛି । ସବୁ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଚିଠି   । ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି  ଲେଖାଯାଇଛି  ା ସିଭିଲ ଡିଫେନ୍ସ ନିୟମ ଅନୁସାରେ ଜରୁରୀ କ୍ଷମତା ପ୍େରୟାଗ ନିର୍ଦ୍ଦେଶ ରହିଛି । ଆଶ୍ରୟସ୍ଥଳୀ ପ୍ରସ୍ତୁତ  ରଖିବାକୁ  ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ  ତୁରନ୍ତ  ଲୋକଙ୍କୁ  ସ୍ଥାନାନ୍ତର  ପାଇଁ ପ୍ରସ୍ତୁତ  ରହିବାକୁ ନିର୍ଦ୍ଦେଶ  ଦିଆଯାଇଛି । ୮ ମିନିଟ ଧରି ବାଜିଛି ଏୟାର ରେଡ ସାଇରନ । ଦିଲ୍ଲୀ ଆଇଟିଓରେ ସାଇରନ ବାଜିଛି । ଆକାଶମାର୍ଗରୁ ଆକ୍ରମଣର ମୁକାବିଲା  ପାଇଁ ପ୍ରସ୍ତୁତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking