ରାୟଗଡା: ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ସୂଚନା ମିଳିଛି । ଛାତ୍ରୀଙ୍କୁ ଉଦ୍ଧାର କରିଛି ସିଡବ୍ଲ୍ୟୁସି । ଏଭଳି ଘଟଣା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି । ଅଭିଯୁକ୍ତ ଜଣଙ୍କ ନାବାଳକ । ସିଡବ୍ଲ୍ୟୁସି ଅଭିଯୁକ୍ତକୁ ଧରି ପଚରାଉଚରା ଜାରି ରଖିଛି । ହେଲେ ପ୍ରଶ୍ନ ଉଠୁଛି , ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଦେଉଛି । ଛାତ୍ରୀଙ୍କ ପରିବାର ଲୋକେ ଦୁଃଖ ପ୍ରକାଶ କରିଛନ୍ତି ।










