19.1 C
Bhubaneswar
Monday, December 8, 2025
Homeଓଡିଶାପ୍ରିତୀ ଘଡେଇ ଉସୁକାଉଛନ୍ତି: ବଳସାମନ୍ତ

ପ୍ରିତୀ ଘଡେଇ ଉସୁକାଉଛନ୍ତି: ବଳସାମନ୍ତ

ଭୁବନେଶ୍ୱର: ବିଜେଡି ନେତା  ପ୍ରିତୀରଞ୍ଜନ ଘଡେଇଙ୍କୁ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ  ଟାର୍ଗେଟ କରିଛନ୍ତି ।  ଲୋକଙ୍କୁ ହିଂସାକାଣ୍ଡ ଭିଆଇବାକୁ ଉତ୍ତେଜିତ  କରୁଛନ୍ତି  କହିଲେ ପ୍ରଦୀପ ।  ଦେଶରେ ସମ୍ବିଧାନ ଅଛି ବୋଲି ତାଙ୍କର ଧାରଣା ନାହିଁ ।  ବହୁ ବର୍ଷ କ୍ଷମତାରେ ରହିଲେ , ତେଣୁ ଆଇନ କାନୁନକୁ ଖାତିର ନାହିଁ । ଏସପି ଓ ଅତିରିକ୍ତ ଙ୍କ ଅଫିସରେ ଧମକାଇବା ଭାଇରାଲ ହୋଇଛି । ଆଲୋଚନାରେ ସବୁ ସମାଧାନ ହୁଏ , କିନ୍ତୁ ସେ ଲୋକଙ୍କୁ ଉତ୍ତଜିତ କରୁଛନ୍ତି । ଯଦି  ସେ ଲୋକେ  ନିଆଁ ଲଗାଇ ଦେଇଥାନ୍ତେ କେତେ କ୍ଷତି ହୋଇଥାନ୍ତା ପଚାରିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking