19.1 C
Bhubaneswar
Thursday, February 12, 2026
Homeଓଡିଶାଭର୍ତ୍ତୃହରିଙ୍କୁ ପ୍ରତାପ ଦେବଙ୍କ କଟାକ୍ଷ

ଭର୍ତ୍ତୃହରିଙ୍କୁ ପ୍ରତାପ ଦେବଙ୍କ କଟାକ୍ଷ

ଭୁବନେଶ୍ୱର (ବିପିନ୍ ସିଂ) : ସାଂସଦ ଭର୍ତ୍ତୃହରି ମହତାବଙ୍କ ଆଲେଖ୍ୟ ପ୍ରସଙ୍ଗ । କଟାକ୍ଷ କଲେ ବିଜେଡିର ବରିଷ୍ଠ ବିଧାୟକ ପ୍ରତାପ ଦେବ । କେହିଲେ,ପଢିଲା ପରେ ଜଣାପଡୁଛି ସେଥିରୁ ଚାଟୁକାରୀତାର ବାସ୍ନା ଆସୁଛି । ଏବଂ ନୂଆ ଭାରତୀୟ ଜନତା ପାର୍ଟୀର ସାଂସଦ ହୋଇଛନ୍ତି ବିିଜୁ ଜନତା ଦଳ ଛାଡିକି ତେଣୁ ଚାଟୁ କାରିତା ନିଶ୍ଚିତ ଭାବେ କରବାକୁ ସେ ଉଚିତ୍ ମନେ କଲେ ବୋଲି ମୁଁ ଭାବୁଛି, ହେଲେ ତାଙ୍କ ଭଳି ବରିଷ୍ଠ ନେତାଙ୍କୁ ଏହା କରିବା ଆବଶ୍ୟକ ନଥିଲା । ସେ ଦର୍ଶାଇବାକୁ ଚାହିଁଛନ୍ତି କି ରେଭେନ୍ସା ନାମକରଣ ଏକ ଐତିହାସିକ କାରଣରୁ ରାଜନୀତି ଦ୍ୱାରା ପ୍ରେରିତ ଥିଲା । ଏବଂ ଯେଉଁ ଆଖ୍ୟା ସେ ଦେଇଛନ୍ତି, ଇତିହାସକୁ ତର୍ଜମା କରିବାକୁ ଚେଷ୍ଟା କରିଛନ୍ତି । ତେବେ ସେ ସମୟରେ ନା ସେ ଜନ୍ମ ଗ୍ରହଣ କରିଥିଲେ, ନା ସେହି ସମୟରେ ଭାରତ ସ୍ୱାଧୀନ ହୋଇଥିଲା , ଯାହା ଦସ୍ତାବୀଜରୁ ଆପଣ ତର୍କ ବା ବିତର୍କ କଥା ଟାକୁ ଆମିବେ । ତେବେ ସେ ତର୍କରେ ସେ ଦର୍ଶାଇଛନ୍ତି ଯେ, ମୟୂରଭଞ୍ଜର ମହାରାଜ ତାଙ୍କ ନିହିତ ସ୍ୱାର୍ଥ ଦୃଷ୍ଟିରୁ ଏହି କଥା କହିଥିଲେ ବା ପ୍ରସ୍ତାବ ଦେଇଥିଲେ କି ରେଭେନ୍ସାରେ ନାମିତ ହେଉ ବୋଲି । ତେବେ ମୁଁ ଏଭଳି ଉକ୍ତି ସାଙ୍ଗରେ ଆଦୌ ଏକମତ ନୁହେଁ କାରଣ ଯେଉଁ ମହାରାଜ ନବମ ଓଡିଶା ନିର୍ମାଣ କରିବାରେ ତାଙ୍କ ପ୍ରମୁଖ ଯୋଗଦାନ , ସେ କେବେ ନିହିତ ବ୍ୟକ୍ତି ସ୍ୱାର୍ଥ ପାଇଁ ବ୍ରିଟିଶ ସରକାରଙ୍କ ପାଖରେ ଏଭଳି ନେହୁରା ହେବା ବାକି ଦସ୍ତାବିଜ ମଧ୍ୟ ଦର୍ଶାଉ ନାହିଁ । ସେ ଯେଉଁଭଳି ଭାବରେ ମୟୂରଭଞ୍ଜକୁ ଶାସନ କରିଥିଲେ ଭାରତ ସ୍ୱାଧୀନ ପୂର୍ବରୁ ଯୁଗାନ୍ତକାରୀ ପଦକ୍ଷେପ ମାନ ନେଇଥିଲେ ଓ ଆଧୁନିକ ପଦକ୍ଷେପ ମାନ ନେଇଥିଲେ ତେବେ ତାଙ୍କ ଉପରେ ଯଦି ଆପଣ ପ୍ରଶ୍ନ ଉଠାଇବେ ତେବେ ଏହା ଚାଟୁକାରୀତାର ବା ତାଙ୍କର କୌଣସି ନିହିତ ରାଜନୈତିକ ସ୍ୱାର୍ଥର ପରାକାଷ୍ଠା ତେବେ ଏହା ଆଦୌ ଗ୍ରହଣୀୟ ନୁହେଁ । ତେଣୁ କରି ଯେଉଁ ଚେଷ୍ଟା ସେ କରିଛନ୍ତି ତାଙ୍କ ସଂପାଦକୀୟରେ କହିବା ପାଇଁ କି ନାମକରଣ ପରିବର୍ତ୍ତ ଯାହାକି ମାନ୍ୟବର କେନ୍ଦ୍ରମନ୍ତ୍ରୀ, ଏଚଆରଡି ମନ୍ତ୍ରୀ ଯେଉଁ ଉକ୍ତି ରଖିଛନ୍ତି କି ଆବଶ୍ୟକିୟ ତର୍ଜମାକୁ ବଳିଷ୍ଠ କରିବା ପାଇଁ ଯେଉଁ ଯୁକ୍ତି ବାଢିଛନ୍ତି ତାହା ଅତ୍ୟନ୍ତ ନୈରାଶ୍ୟଜନକ ଏବଂ ଦୁର୍ବଳ ଯୁକ୍ତି ଅଟେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking