ଭୁବନେଶ୍ୱର : ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସମୀର ମହାନ୍ତିଙ୍କ ଟାର୍ଗେଟ । ଦଳ ପରଜୟ ପରେ ହତୋତ୍ସାହିତ ହୋଇପଡିଛନ୍ତି । ଓଡିଶା ଲୋକଙ୍କ ନିଷ୍ପତ୍ତିକୁ ଗ୍ରହଣ କରିପାରୁନାହାନ୍ତି । ଲୋକକଲ୍ୟାମକାରୀ ଯୋଜନାରେ ଇର୍ଷାନ୍ୱିତ ହୋଇ ମନ୍ତବ୍ୟ ଦେଉଛନ୍ତି । ୨୪ ବର୍ଷ ଧରି ଲୋକଙ୍କୁ ପ୍ରତାରିତ କରିବା ପରାଜୟର କାରଣ । ସରକାର ଗଠନର ଶହେ ଦିନରେ ପ୍ରତିଶ୍ରୁତି ପାଳନ କରିଛୁ । ବିଜେପିର ଲୋକପ୍ରିୟତା ନେଇ ଚିନ୍ତା ଘାରିବା ସ୍ୱାଭାବିକ ।