29.1 C
Bhubaneswar
Wednesday, April 23, 2025
Homeଓଡିଶା ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଆକ୍ରମଣ

 ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଆକ୍ରମଣ

ଯାଜପୁର: ଯାଜପୁର ଧର୍ମଶାଳାରେ ରାଜନୈତିକ ଆକ୍ରମଣ । ଧର୍ମଶାଳା ପୂର୍ବତନ ବିଧାୟକଙ୍କ ଗାଡି ଉପରେ ଆକ୍ରମଣ ଅଭିଯୋଗ । ଆରୁହା ଗ୍ରାମରେ ହିଙ୍ଗୁଳା ଯଜ୍ଞକୁ ଯିବା ବେଳେ ବିରୋଧ ପ୍ରଦର୍ଶନ । ଠାଙ୍ଗାରେ ପ୍ରଣବଙ୍କ ଗାଡିକୁ ଭାଙ୍ଗିଲେ ବିରୋଧୀ ଗୋଷ୍ଠୀ । ଜେନାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କଲେ । ବିରୋଧ ପ୍ରଦର୍ଶନ, ଆକ୍ରମଣ ଉଦ୍ୟମର କାରଣ ସ୍ପଷ୍ଟ ହୋଇପାରିନି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking