28.1 C
Bhubaneswar
Sunday, September 8, 2024
Homeଓଡିଶାଜୟନାରାୟଣଙ୍କୁ ପ୍ରମିଳାଙ୍କ ଜବାବ

ଜୟନାରାୟଣଙ୍କୁ ପ୍ରମିଳାଙ୍କ ଜବାବ

ଭୁବନେଶ୍ୱର : ଜୟନାରାୟଣ ମିଶ୍ରଙ୍କୁ ଉତ୍ତର ଦେଲେ ପ୍ରମିଳା ମଲ୍ଲିକ । ଜୟନାରାୟଣ ଜ୍ୟୋତିଷ ପାଠ ପଢିଲେଣି କି ? । ଜାତକ ଦେଖୁଛନ୍ତି କି ଜୟନାରାୟଣ ? । ବିଧାନସଭା ନଆସି ଦୋକାନ ଖୋଲି ଜାତକ ଦେଖନ୍ତୁ କହିଲେ ପ୍ରମିଳା ମଲ୍ଲିକ । ତେବେ  ବିଜେଡିକୁ କଡା ସମାଲୋଚନା କରି ବିଜେଡି ଆୟୁଷ ବହୁତ କମ୍ ଦିନ କହିଥିଲେ ଜୟନାରାୟଣ ମିଶ୍ର । ସେ କହିଥିଲେ ମୁଁ ଜ୍ୟୋତିଷ ଭଳି ଭବିଷ୍ୟବାଣୀ କହିଲି, ବିଜେଡିର ଆୟୁଷ ବହୁତ କମ୍ । ପୁଣି ସରକାରକୁ ଫେରିବା ନେଇ ସେ କହିଥିଲେ ସେତେବେଳେ ପର୍ଯ୍ୟନ୍ତ ବଞ୍ଚିଥିଲେ ତ… । ସେ ଆହୁରି ମଧ୍ୟ କହିଥିଲେ ଆମେ ରାଜନୈତିକ ଶିଷ୍ଠାଚାର ଜାଣିଛୁ,ରାଜନୈତିକ ଶିଷ୍ଠାଚାରକୁ ଆମେ ଅବଲମ୍ବନ କରୁ । ନବୀନ ପଟ୍ଟନାୟକଙ୍କୁ ରାଜନୈତିକ ଶିଷ୍ଠାଚାର ଜଣାନଥିଲା , ସେ କେବେ କାହାକୁ କେୟାର କରୁନଥିଲେ । ତାଙ୍କୁ ଶିଷ୍ଠାଚାର ଜଣାନଥିବାରୁ ସେ ସେଭଳି ଭୁଲ୍ କରୁଥିଲେ । ଆମେ ସେଭଳି ଶିଷ୍ଠାଚାର ବିହୀନ କାମ କରିବୁ ନାହିଁ ।

ବିରୋଧୀ ଧୈର୍ଯ୍ୟ ଧରନ୍ତୁ : ପୃଥ୍ୱୀରାଜ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking