31.1 C
Bhubaneswar
Friday, February 13, 2026
Homeଓଡିଶାବିଜେଡି ଛାଡିଲେ ପ୍ରକାଶ ବେହେରା

ବିଜେଡି ଛାଡିଲେ ପ୍ରକାଶ ବେହେରା

ଭୁବନେଶ୍ୱର: ବିଜେଡି ଛାଡଛନ୍ତି ପ୍ରକାଶ ବେହେରା । ବିଜେଡି ସୁପ୍ରିମୋଙ୍କୁ ପଠାଇଛନ୍ତି ନିଜର ଇସ୍ତଫା ପତ୍ରା । ୨୦୨୪ ନିର୍ବାଚନ ପୂର୍ବରୁ ସେ ବିଜେଡିରେ ଯୋଗ ଦେଇଥିଲେ। ଏହାପରେ ସେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚା ହେଉଛି । ପ୍ରଥମେ କଂଗ୍ରେସ ତା ପରେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ । ଏବେ ବିଜେଡିରୁ ସେ ଇସ୍ତଫା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking