ଭୁବନେଶ୍ୱର : ରାଜ୍ୟରେ ହୁହୁ ହୋଇ ବଢୁଛି ଆଳୁଦର । ବଜାରରେ ଆଳୁ ଦର ହେଲାଣି ଆକଶଛୁଆ । ପଶ୍ଚିମବଙ୍ଗରୁ ଆଉ ଓଡିଶା ଆସୁନି ଆଳୁ । ଲକ୍ଷ୍ମଣନାଥ ଟୋଲ ଗେଟ୍ରେ ଅଟକିଛି ଗାଡି । ଶହଶହ ଗାଡି ଟୋଲ୍ ଗେଟ୍ରେ ଅଟକି ରହିଛି । ଆଳୁ ଟ୍ରକ ଛାଡିବାକୁ ନିର୍ଦ୍ଦେଶ ନଥିବା ସୂଚନା । ନାକାବନ୍ଦୀ କରି ଟ୍ରକକୁ ଜଗି ରହିଛନ୍ତି ପୁଲିସ ।










