ଭୁବନେଶ୍ୱର: ଶୀତଳଭଣ୍ଡାର ପାଇଁ ଆଳୁ ସଂରକ୍ଷଣରେ ସମସ୍ୟା । ରାଜ୍ୟରେ ୧୩୩ ଟି ଶୀତଳଭଣ୍ଡାର ରୁ ୩୫ ଟି କାର୍ଯ୍ୟକ୍ଷମ । ୫୮ ଟି ବ୍ଲକ ରେ ପିପିସି ମୋଡ଼ ରେ ହେବ ଶୀତଳଭଣ୍ଡାର । ହାଇବ୍ରିଟ ମୋଡ଼ ରେ ଶୀତଳଭଣ୍ଡାର ଲାଗି ଆହ୍ୱାନ । ସେହିପରି , ରବି ଋତୁରେ ଆଳୁ ଚାଷ ପାଇଁ ୬୪ କୋଟି ଖର୍ଚ୍ଚ ହୋଇଛି । ଏ ୧୫ ହଜାର ୨୩ ହେକ୍ଟର ଆଳୁ ଚାଷ ପାଇଁ ଯୋଜନା କରିଛନ୍ତି । ଆଳୁ ଗଛିତ ରଖିବାକୁ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଯାଉଛି । ନେଇ ବିଧାନ ସଭାରେ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ।