ଭୁବନେଶ୍ୱର: ପଞ୍ଚାୟତ ଅଫିସ୍କୁ ଯିବ ପୋଷ୍ଟ ଅଫିସ୍ । ୫୭୩ ପୋଷ୍ଟ ଅଫିସ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ ନିର୍ଦ୍ଦେଶ । ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ପଞ୍ଚାୟତିରାଜ ବିଭାଗର ଚିଠି । ୫୭୩ ସ୍ଥାନାନ୍ତର ନିର୍ଦ୍ଦେଶ ଦିଆଯାଇଥିବା ବେଳେ ମାତ୍ର ୭୧ଟି ହୋଇଛି । ବାକି ପୋଷ୍ଟ ଅଫିସ୍ଗୁଡିକୁ ୨୦ ଡିସେମ୍ବର ସୁଦ୍ଧା ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।










