ଭୁବନେଶ୍ୱର : ଇ କେୱାଇସି ସରିବା ପରେ ନୂଆ ଆବେଦନ ପାଇଁ ପୋର୍ଟାଲ ଖୋଲିବ । ରାସନ କାର୍ଡ ଆବେଦନ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପ୍ରାୟ ୪୧ ଲକ୍ଷ ଏବେ ବି ଇ କେୱାଇସି ଅପଡେଟ କରିନାହାନ୍ତି । ଇ କେୱାଇସି ପରେ ସ୍ପଷ୍ଟ ହେବ କେତେ ଭୂତ ରାସନକାର୍ଡଧାରୀ ଅଛନ୍ତି ।