ଭୁବନେଶ୍ୱର: ଓଏଏସ ଅଫିସର୍ସ ସଂଘର ଆନ୍ଦୋଳନ ପ୍ରସଙ୍ଗ । ଆନ୍ଦୋଳନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଏନେଇ ସାଂସଦ ପ୍ରଦୀପ ପୁରୋହିତ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି ଏହା ପଛରେ ବିଜୁ ଜନତା ଦଳର ଇଙ୍ଗିତ । ବିଜେପିର ମୁଣ୍ଡ ତଳକୁ କରିବା ସେମାନଙ୍କ ଲକ୍ଷ୍ୟ ।