27.1 C
Bhubaneswar
Thursday, March 26, 2026
Homeଓଡିଶାରାଜନୈତିକ ଅଭିସନ୍ଧିରଖି ଚଢାଉ: ଦିଲ୍ଲୀପ

ରାଜନୈତିକ ଅଭିସନ୍ଧିରଖି ଚଢାଉ: ଦିଲ୍ଲୀପ

ଭୁବନେଶ୍ୱର: ଇଓଡବ୍ଲ୍ୟୁ ରେଡକୁ ନେଇ ଦିଲ୍ଲୀପ ନାୟକ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ରାଜନୈତିକ ଅଭିସନ୍ଧି ରଖି ଚଢାଉ କରାଯାଇଛି । ଆକ୍ରୋଶମୂଳକ ଭାବେ ମୋତେ ଉଠାଇ ନିଆଯାଇଛି । ସମୟ କହିବ ସତ କଣ । ନିମାପଡାର ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକ । ଜମି କେଳେଙ୍କାରୀ ଘଟମାରେ ଅର୍ଥନୈତିକ ଅପରାଧଶାଖାର ଚଢାଉ କରିଛି । ବାଦାମବାଡିରେ ଥିବା ଘରେ ଚାଲିଛି ଚଢାଉ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking