ଭୁବନେଶ୍ୱର: ମାନବ- ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳା ଉଦଘାଟନ କଲେମୁଖ୍ୟମନ୍ତ୍ରୀ ମୋହନ ମାଝୀ ାଚନ୍ଦକା ଗୋଡିବାରିଠାରେ ଦୁଇ ଦିନିଆ କର୍ମଶାଳା ଉଦଘାଟିତ ହୋଇଛି। ହାତୀମାନଙ୍କ ବିଷୟରେ ଗବେଷଣା ପାଇଁ ସ୍ୱତନ୍ତ୍ର କେନ୍ଦ୍ର ମଧ୍ୟ ଉଦଘାଟିତ ହୋଇଛି । ଗବେଷଣା ପରେ ହାତୀ ସଂରକ୍ଷଣ ନେଇ ସ୍ୱତନ୍ତ୍ର ପଲିସି ଆସିବ କହିଲେ ମୁଖ୍ୟମନ୍ତ୍ରୀ । ଓଡିଶାରେ ଏବେ ୨ ହଜାର ୧ ଶହ ହାତୀ ଥିବାରୁ ସ୍ୱତନ୍ତ୍ର ଧ୍ୟାନ ରଖାଯାଇଛି । ୧୦ ବର୍ଷ ପରେ ହାତୀ- ମଣିଷ ଲଢେଇରେ ୯ ଶହ ମଣିଷ, ୭୫୦ ହାତୀଙ୍କ ମୃତ୍ୟୁ ହୋଇଛି ।










