31.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶସୋସିଆଲ ମିଡିଆର ଅପବ୍ୟବହାର କରି ପୋଲିସ ଗିରଫ

ସୋସିଆଲ ମିଡିଆର ଅପବ୍ୟବହାର କରି ପୋଲିସ ଗିରଫ

ମୁମ୍ବାଇ: ସାମ୍ପ୍ରଦାୟିକ ଘୃଣା ପ୍ରସାର କରିବା, ସରକାରୀ ଅଧିକାରୀଙ୍କୁ ବଦନାମ କରିବା ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ କରିବା ଅଭିଯୋଗରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଦିଲ୍ଲୀରୁ ବହିଷ୍କୃତ ପୋଲିସ ଅଧିକାରୀ ରଞ୍ଜିତ କାସଲେଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ସୋସିଆଲ ମିଡିଆର ଅପବ୍ୟବହାର କରି ଭୁଲ ସୂଚନା ପ୍ରସାରଣ କରୁଛନ୍ତି ଏବଂ ସମ୍ପ୍ରଦାୟ ମଧ୍ୟରେ ଘୃଣା ସୃଷ୍ଟି କରୁଛନ୍ତି। ରଞ୍ଜିତ କାସଲେଙ୍କୁ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରେ କୋର୍ଟ ତାଙ୍କୁ ଦୁଇ ଦିନ ପାଇଁ ମୁମ୍ବାଇ କ୍ରାଇମବ୍ରାଞ୍ଚର ହେପାଜତକୁ ପଠାଇ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking