30.1 C
Bhubaneswar
Sunday, October 27, 2024
Homeଓଡିଶାପୋଲିସ ପିନ୍ଧିବେ ବଡି କ୍ୟାମେରା :  କମିଶନରେଟ ପୋଲିସର ନୂଆ ଯୋଜନା

ପୋଲିସ ପିନ୍ଧିବେ ବଡି କ୍ୟାମେରା :  କମିଶନରେଟ ପୋଲିସର ନୂଆ ଯୋଜନା

ବ୍ୟୁରୋ : ଥାନା ରିସେପସନ ଦାୟିତ୍ୱରେ ଥିବା ଥିବା ଅଧିକାରୀ ପିନ୍ଧିବେ ବଡି କ୍ୟାମେରା । ଥାନାରେ ଉତ୍ପାତ କରୁଥିବା ଅମାନିଆଙ୍କ ଅଡିଓ , ଭିଡିଓ ରେକର୍ଡ  ହେବ । କେବଳ ଏତଲାକାରୀ ନୁହେଁ , ପୋଲିସର ବ୍ୟବହାର ମଧ୍ୟ ରେକର୍ଡ ହେବ । କ୍ୟାମେରାରେ ରେକର୍ଡ ଦୃଶ୍ୟକୁ ସିଧାସଳଖ ଦେଖିବେ ସିପି ଓ ଡିସିପି । ପାନିକ ବଟନ ଦବାଇବା ମାତ୍ରେ ଅଭାବନୀୟ ଅଭାବନୀୟ ଘଟଣା ରେକର୍ଡ ହେବ । ପାଇଲଟ ପ୍ରୋଜେକ୍ଟ ଆରମ୍ଭ କଲା କମିଶନରେଟ ପୋଲିସ । ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡରେ  କମିଶନରେଟ ପୋଲିସ । ଅମାନିଆଙ୍କୁ ସାବାଡ ପାଇଁ କମିଶନରେଟ ପୋଲିସର ନୂଆ ଯୋଜନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking