28.1 C
Bhubaneswar
Tuesday, April 1, 2025
Homeଓଡିଶାବିଧାନସଭାକୁ ଯିବା ବେଳେ କଂଗ୍ରେସ ବିଧାୟକଙ୍କୁ ଅଟକାଇଲା ପୋଲିସ

ବିଧାନସଭାକୁ ଯିବା ବେଳେ କଂଗ୍ରେସ ବିଧାୟକଙ୍କୁ ଅଟକାଇଲା ପୋଲିସ

ଭୁବନେଶ୍ୱର : ବିଧାନସଭାରେ ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିଛି । ଗୃହରେ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ ।  ଏହାରି ଭିତରେ ବିଧାନସଭା ଭିତରକୁ ପଶିବା ବେଳେ କଂଗ୍ରେସ ବିଧାୟକଙ୍କୁ ଅଟକାଇଛି ପୋଲିସ । ।  ରାମଚନ୍ଦ୍ର କାଡାମଙ୍କୁ ପୋଲିସ ଅଟକାଇଛି । ବିଧାନସଭା ଗେଟ ସମ୍ମୁଖରେ କାଡାମ ଧାରଣାରେ ବସିଛନ୍ତି । ଧାରଣାରେ ମଧ୍ୟ ସାମିଲ ହୋଇଛନ୍ତି ଅଶୋକ ଦାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking