29.1 C
Bhubaneswar
Friday, October 4, 2024
Homeଅପରାଧରାଜଧାନୀରେ ପୋଲିସକୁ ଛୁରାମାଡ

ରାଜଧାନୀରେ ପୋଲିସକୁ ଛୁରାମାଡ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା । ତଦନ୍ତ ପାଇଁ ଆସିଥିବା ଜଣେ ପିସିଆର କର୍ମଚାରୀଙ୍କୁ ଛୁରାମାଡ଼ କରାଯାଇଛି । ମଞ୍ଚେଶ୍ୱର ଥାନା ଚକେଇସିଆଣିସ୍ଥିତ ଶ୍ରୀରାମନଗରରେ ଏହି କାଣ୍ଡ ଘଟିଛି । ଗାଡ଼ି ହର୍ଣ୍ଣମରାକୁ ନେଇ ଏକ ଗଣ୍ଡଗୋଳ ଘଟିଥିଲା । ଏନେଇ ଖବର ପାଇ ପିସିଆର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ପୁଲିସ ପହଞ୍ଚିବା କ୍ଷଣି ଦୁର୍ବୃତ୍ତଜଣକ ପୁଲିସକୁ ଛୁରାମାଡ଼ କରିଥିଲା । ଛୁରାମାଡ଼ରେ ଜଣେ ପୁଲିସ କନଷ୍ଟେବଳ ଆହତ ହୋଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking