32.1 C
Bhubaneswar
Sunday, March 29, 2026
Homeଓଡିଶାଭିଜିଲାନ୍ସ ଜାଲରେ ପୋଲିସ ଏସଆଇ

ଭିଜିଲାନ୍ସ ଜାଲରେ ପୋଲିସ ଏସଆଇ

ବାଙ୍କୀ: ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ପୋଲିସ ଏସଆଇ । ବାଙ୍କୀ ଥାନା ସୁବଣ୍ଣପୁର ପୋଲିସ ବିଟର  ଏସଆଇ ପ୍ରସନ୍ନ ମାହାଳି ଧରାପଡିଲେ । ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ପୋଡି ଘଟଣାରେ ଜଣଙ୍କଠୁ  ଲାଞ୍ଚ ନେଉଥିଲେ । ଅଫିସ ଭିତରେ ଲାଞ୍ଚ ନେଇଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ଧରାପଡିବା ପରେ ଅଫିସ ସମେତ ପୈତୃକ ଗାଁରେ ଭିଜିଲାନ୍ସ ରେଡ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking