16.1 C
Bhubaneswar
Tuesday, February 10, 2026
Homeଅପରାଧଡ୍ରଗ୍ସ କାରବାରରେ ପୋଲିସର ଚଢ଼ାଉ: ୪ ଗିରଫ

ଡ୍ରଗ୍ସ କାରବାରରେ ପୋଲିସର ଚଢ଼ାଉ: ୪ ଗିରଫ

ନୂଆଦିଲ୍ଲୀ: ହାଇଦ୍ରାବାଦ ଡିଏଲଏଫ ରୋଡରେ ଥିବା ଏକ ହୋଟେଲ ରେ ପୋଲିସ ଏକ ଡ୍ରଗ୍ ପାର୍ଟିକୁ ଚଢ଼ାଉ କରି ଉକ୍ତ ସ୍ଥାନରୁ ଦୁଇଜଣ ବେପାରୀ ଏବଂ ଦୁଇ ଗ୍ରାହକଙ୍କୁ ଗିରଫ କରିଛି । ପୋଲିସ ଅଭିଯୁକ୍ତମାନଙ୍କ ଠାରୁ ୧୮ ଗ୍ରାମ ଡ୍ରଗ୍ସ ଜବତ କରି ୩ .୬ ଲକ୍ଷ, ଟଙ୍କା ଜବତ କରିଛି। ଡ୍ରଗ୍ସ ବେପାରୀ ହେଉଛନ୍ତି ଗୁଇପାଲୀ ଅଞ୍ଚଳର ଗଙ୍ଗାଧର ଏବଂ କନ୍ନା ମହାନ୍ତି ବାଙ୍ଗାଲୋରର ଜଣେ ଆଫ୍ରିକୀୟ ଦେଶରୁ ଡ୍ରଗ୍ସ କିଣିଥିଲେ। ହାଇଦ୍ରାବାଦକୁ ଏହି ଡ୍ରଗ୍ସ ଆଣି ଏଠାରେ ଆବଶ୍ୟକ ଗ୍ରାହକଙ୍କୁ ବିକ୍ରି କରିଥିଲେ ବୋଲି ପୋଲିସ ସୂଚନା ଦେଇଛି । ତେବେ ସୂଚନା ମୁତାବକ ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇ ୪ ଅଭିଯୁକ୍ତଙ୍କୁ ହୋଟେଲରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ , ଆଉ କିଏ ଏ ଘଟଣାରେ ସମ୍ପୃକ୍ତ ଅଛନ୍ତି , ଏ ନେଇ ତଦନ୍ତ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking