14.1 C
Bhubaneswar
Saturday, December 6, 2025
Homeଅପରାଧ୮ କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କଲା ପୋଲିସ

୮ କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କଲା ପୋଲିସ

ଗଜପତି: ପାହାଡ଼ ଉପରେ କରାଯାଉଥିଲା ଗଞ୍ଜେଇ ଚାଷ। ପୋଲିସ ଓ ଅବକାରୀ ଟିମ୍ ଚଢ଼ାଉ କରି ୮ କୋଟି ଟଙ୍କାର ଗଞ୍ଜେଇ ପୋଡ଼ି ନଷ୍ଟ କରିଥିବା ନେଇ ସୂଚନା ରହିଛି । ଏଭଳି ଖବର ଆସିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପେଂଗାମ ଗାଁରେ । ସୂଚନା ଅନୁଯାଇ , ଗାଁ ନିକଟସ୍ଥ ପାହାଡ଼ ଉପରେ ବେଆଇନ ଗଞ୍ଜେଇ ଚାଷ ଚାଲିଥିଲା । ତେବେ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ପୋଲିସ ଓ ଅବକାରୀ ବିଭାଗ ଚଢ଼ାଉ କରି ପ୍ରାୟ ୪୨ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ପୋଡ଼ି ନଷ୍ଟ କରିଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking