ଭୁବନେଶ୍ୱର: ପିଏମ ସୂଯ୍ୟଘର ଯୋଜନାରେ ଲୋକଙ୍କ ଆଗ୍ରହ ବଢୁଛି । ରାଜା ସ୍ୱାଇଁଙ୍କ ପ୍ରଶ୍ନରେ ଶକ୍ତି ମନ୍ତ୍ରୀ କେଭି ସିଂଦେଓ ସୂଚନା ଦେଇଛନ୍ତି । ଏଯାଏଁ ୯୩ ହଜାର ୩୬୭ ଜଣ ପଞ୍ଜୀକରଣ କରିଛନ୍ତି । ୨୭୪୦ ହିତାଧିକାରୀ ସୁବିଧା ପାଇଛନ୍ତି କହିଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦନ ସିଂ ଦେଓ । ଭଦ୍ରକରେ ସର୍ୱାଧିକ ୧୭, ୧୬୭ ପଞ୍ଜୀକରଣ କରିଛନ୍ତି । ଗଞ୍ଜାମରେ ୧୪, ୧୮୯ ଜଣ ପଞ୍ଜୀକରଣ କରିଛନ୍ତି ।