17.1 C
Bhubaneswar
Tuesday, December 9, 2025
Homeଓଡିଶାପ୍ଲିଜ ଶ୍ରୀନଗରରୁ ଫେରାଇ ନିଅନ୍ତୁ: ୫ ଛାତ୍ରଛାତ୍ରୀ

ପ୍ଲିଜ ଶ୍ରୀନଗରରୁ ଫେରାଇ ନିଅନ୍ତୁ: ୫ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଶ୍ରୀନଗରରେ ଫସି ରହିଛନ୍ତି ଓଡିଶାର ୫ କୃଷି ବିଜ୍ଞାନ ଛାତ୍ରଛାତ୍ରୀ । ଶେର୍‌-ଏ-କାଶ୍ମୀର ବିଶ୍ୱବିଦ୍ୟାଳୟରେ କୃଷିବିଜ୍ଞାନରେ ପଢୁଛନ୍ତି । ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ କଲେ ନିବେଦନ । କୌଣସି ମତେ ଶ୍ରୀନଗରରୁ ଦିଲ୍ଲୀ ପର୍ଯ୍ୟନ୍ତ ନେବାକୁ ନିବେଦନ । ଦିଲ୍ଲୀ ଓଡିଶାରେ ଭବନ ସହିତ ଯୋଗାଯୋଗ କରିଥିଲୁ କହିଲେ । ଶ୍ରୀନଗରରେ ଡ୍ରୋନ ଆଟାକରେ ଶବ୍ଦ ଶୁଣିବାକୁ ପାଇଛୁ । ଆଜି ନଗଲେ କାଲି ଆହୁରି ଅଧିକ ସମସ୍ୟା ହୋଇପାରେ । ଅନ୍ୟ ଛାତ୍ରଛାତ୍ରୀ ହଷ୍ଟେଲ ଛାଡିଲେଣି, ଆମକୁ ନିଅନ୍ତୁ । କେମିତି ଘରକୁ ଫେରିବେ ସେନେଇ ଚିନ୍ତାରେ ପରିବାର ଲୋକେ । ଓଡିଶା ଛାତ୍ରଛାତ୍ରୀଙ୍କ ପାଇଁ ଦିଲ୍ଲୀ ସ୍ଥିତ ଓଡିଶା ନିବାସର ହେଲ୍ପଲାଇନ ନମ୍ବର ହେଉଛି ୭୪୨୮୧-୩୫୦୪୪, ୦୧୧-୨୪୬୭ ୯୨୦୧

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking