18.1 C
Bhubaneswar
Monday, February 2, 2026
Homeଓଡିଶାପ୍ଲାଣ୍ଟ ସାଜିଛି ମରଣ ଯନ୍ତା: ରାସ୍ତା ପ୍ରଶସ୍ତ ନଥିବାରୁ ଟ୍ରାଫିକ ସମସ୍ୟା

ପ୍ଲାଣ୍ଟ ସାଜିଛି ମରଣ ଯନ୍ତା: ରାସ୍ତା ପ୍ରଶସ୍ତ ନଥିବାରୁ ଟ୍ରାଫିକ ସମସ୍ୟା

ଯାଜପୁର: ଯାଜପୁର ରୋଡ ସହର କଳିଙ୍ଗ ନଗର ଶିଳ୍ପl ଅଞ୍ଚଳ ମୁଖଶlଳା କଳିଙ୍ଗନଗର l ଏହି ସହର ଉପର ନିର୍ଭର କରିଥାନ୍ତି କଳିଙ୍ଗ ନଗର ର କାରଖାନା କର୍ମଚାରୀ ଶ୍ରମିକ ଓ ପଦାଧିକାରୀ l ସେମାନଙ୍କୁ କାରଖାନାକୁ ନେବା ଆଣିବା କରିବା ପାଇଁ ତିନି ସହ ରୁ ଉର୍ଦ୍ଧ୍ବ ବସ ନିୟୋଜିତ ହୋଇଛି ସେହି ତୁଳନା ରେ ସହର ର ରାସ୍ତା ଗୁଡ଼ିକ ପ୍ରଶସ୍ତ ନଥିବାରୁ ଟ୍ରାଫିକ ବିପର୍ଯ୍ୟସ୍ତ ହେଉଚି ବସ ଗୁଡିକ ସହର ବିଭିନ୍ନ ରାସ୍ତା ରେ କାରଖାନା କାର୍ମ ଚlରି ମାନଙ୍କୁ ନେବା ଆଣିବା ପାଇଁ ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ବସ ରହୁଛି l ବସ ଗୁଡିକ ଦୂତ ଗତିରେ ସହର ଭିତରେ ଯିବା ଆସିବା କରୁଚି ଅନ୍ୟ ଜlନ ବାହlନ ଗୁଡ଼ିକ ଧକ୍କା ମାରିବା ଫଳ ରେ ଦୈନିକ ଛୋଟ ବଡ଼ ଦୁର୍ଘଟନା ଘଟୁ ଛି ପ୍ଲାଣ୍ଟ ବସ ରେ ଦୁଇ ଜଣ ରୁ ଅଧିକ ମୃତ୍ୟୁ ବରଣ କରିଚନ୍ତି l ଏ ସଂପର୍କ ରେ ସହର ବିଭନ୍ନ ଗଣ ସଂଗଠନ ପକ୍ଷରୁ ଜିଲ୍ଳା ପ୍ରଶାସନ କୁ ଅପଗତ କାରା ଯାଇଚି କିନ୍ତୁ ଫଳ ଶୂନ l ପ୍ଲାଣ୍ଟ ବସ ଗୁଡିକ ନିର୍ଦ୍ଧିଷ୍ଟ ପାର୍କିଂ ସ୍ଥଳ ବ୍ୟବସ୍ତା କରିବା ପାଇଁ ଦାବି ହେଉଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking