27.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶପ୍ଲାଣ୍ଟରେ ଅଗ୍ନିକାଣ୍ଡ :  ୪ ଶ୍ରମିକ ମୃତ

ପ୍ଲାଣ୍ଟରେ ଅଗ୍ନିକାଣ୍ଡ :  ୪ ଶ୍ରମିକ ମୃତ

ନୂଆଦିଲ୍ଲୀ : ଗୁଜୁରାଟ ସୁରଟର ଷ୍ଟିଲ କାରଖାନାରେ  ବଡ ଧରଣର ଅଗ୍ନିକାଣ୍ଡ ଘଟିଛି ।  ୪ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ   ଅନେକ ଶ୍ରମିକ ଆହତ ହୋଇଛନ୍ତି ।ମଙ୍ଗଳବାର ସନ୍ଧ୍ୟାରେ ଗୁଜରାଟର ସୁରଟର ହାଜିରା ଶିଳ୍ପାଞ୍ଚଳର ଥିବା   ଏକ ଇସ୍ପାତ କାରଖାନାରେ ଏଭଳି ଅଘଟଣ ଘଟିଛି। ଏହି ଅଗ୍ନିକାଣ୍ଡରେ କାରଖାନାର  ଏକ ଲିଫ୍ଟରେ ଥିବା ୪ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ପୁଲିସ । କମ୍ପାନୀର ମୁଖପାତ୍ର କହିଛନ୍ତି ଯେ କୋରେକ୍ସ ପ୍ଲାଣ୍ଟରେ ଯନ୍ତ୍ରପାତି ବିଫଳତା ହେତୁ ଏହି ଘଟଣା ଘଟିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking