27.1 C
Bhubaneswar
Friday, October 18, 2024
Homeଓଡିଶାୟୁପିରୁ ଆଳୁ ଆଣିବାକୁ ଯୋଜନା : ମନ୍ତ୍ରୀ

ୟୁପିରୁ ଆଳୁ ଆଣିବାକୁ ଯୋଜନା : ମନ୍ତ୍ରୀ

ଭୁବନେଶ୍ୱର : ଆଳୁ ଗୋଦାମରେ ସ୍ଥିତି ପରଖିଲେ ଖାଦ୍ୟଯୋଗାଣ ମନ୍ତ୍ରୀ । ଆଇଗିଣାଆ ସ୍ଥିତି ଗୋଦାମରେ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ତ୍ର ପାତ୍ର । ବ୍ୟବସାୟୀଙ୍କୁ ଭେଟିବା ସହ କଳାବଜାରିର ତଦାରଖ କଲେ ମନ୍ତ୍ରୀ । ଅନୁଧ୍ୟାନ ସହ ଯାଞ୍ଚ କରୁଛି ଯୋଗାଣ ବିଭାଗ । ତେବେ ଦର ବଢିବା ପଛରେ ଅସାଧୁ ବ୍ୟବସାୟୀଙ୍କ ହାତ ରହିଛି କହିଲେ ମନ୍ତ୍ରୀ । ଆଳୁ ପର୍ଯ୍ୟାପ୍ତ ପରିମାଣରେ ଅଛି, ଆହୁରି ୭/୮ ଦିନ ଚାଲିବ । କଳାବଜାରୀ କଲେ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ପଶ୍ଚିମବଙ୍ଗରୁ ଆଳୁ ନଆସିପାରିଲେ, ୟୁପିରୁ ଆଳୁ ଆଣିବାକୁ ଯୋଜନା । ପୂର୍ବ ସରକାରଙ୍କ ଯୋଗୁଁ ମଧ୍ୟ ରାଜ୍ୟରେ ଆଳୁ ଦର ବୃଦ୍ଧି ହେଉଥିବା କହିଲେ । ଆଳୁ, ପିଆଜ ଉତ୍ପାଦନ ସହ ଶୀତଳ ଭଣ୍ଡାର ହୋଇନଥିବାରୁ ଏ ସ୍ଥିତି କହିଲେ ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking