31.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶବିମାନ ଦୁର୍ଘଟଣା: ଅହମ୍ମଦାବାଦ ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ

ବିମାନ ଦୁର୍ଘଟଣା: ଅହମ୍ମଦାବାଦ ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ: ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ମୋଦୀ । ସିଭିଲ ହସ୍ପିଟାଲରେ ମୋଦୀ । ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବିମାନ AI171 ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ଅତି କମରେ ୨୬୫ ଜଣଙ୍କର ମୃତ୍ୟୁ ହୋଇଥିଲା, ଯାହାକୁ କର୍ତ୍ତୃପକ୍ଷ ଦଶନ୍ଧି ମଧ୍ୟରେ ବିଶ୍ୱର ସବୁଠାରୁ ଖରାପ ବିମାନ ଦୁର୍ଘଟଣା ବୋଲି ବର୍ଣ୍ଣନା କରିଛନ୍ତି। ବିମାନଟି ଅହମ୍ମଦାବାଦର ଏକ ରେସିଡେନ୍‌ସିଆଲ୍‌ ଡାକ୍ତରୀ ହଷ୍ଟେଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହାପରେ ବଡ଼ ଧରଣର କ୍ଷତି ହୋଇଥିଲା।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରି ସେ “ସ୍ତବ୍ଧ ଏବଂ ଦୁଃଖିତ” ବୋଲି କହିଛନ୍ତି। ଖାଲି ସେଥିକି ନୁହେଁ;‌ ମୋଦୀ ମଧ୍ୟ ଘଟଣାସ୍ଥଳ ବୁଲିକି ଦେଖିଛନ୍ତି। ମୋଦୀ ପ୍ରଥମେ ଘଟଣାସ୍ଥଳ ବୁଲି ଦେଖିବା ପରେ ଅହମ୍ମଦାବାଦ୍‌ ହସ୍ପିଟାଲ୍‌ ଯାଇ ଆହତମାନଙ୍କୁ ଭେଟିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking