27.1 C
Bhubaneswar
Saturday, December 6, 2025
Homeଓଡିଶାପୀତବାସ ପଣ୍ଡା ହତ୍ୟା ମାମଲା: ଖୁବଶୀଘ୍ର ପର୍ଦ୍ଦାଫାସ

ପୀତବାସ ପଣ୍ଡା ହତ୍ୟା ମାମଲା: ଖୁବଶୀଘ୍ର ପର୍ଦ୍ଦାଫାସ

ବ୍ରହ୍ମପୁର: ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଦିନେ ଦୁଇ ଦିନ ଭିତରେ ପଦାକୁ ଆସିବ ସତ। ପୁଲିସକୁ ଠୋସ୍‌ ସୁରାକ ମିଳିଥିବା ସୂଚନା । ଆଇଜି କହିଲେ ତଦନ୍ତ ଶେଷ ପର୍ଯ୍ୟାୟରେ। ଦୁଇ ଦିନ ମଧ୍ୟରେ ଓଡ଼ିଶା ଜାଣିବ କିଏ ଓ କାହିଁକି ମାରିଲା ।ସାମ୍ବାଦିକ ସମ୍ମିଳନୀ କରି ସତ ଖୋଲିବ ତଦନ୍ତକାରୀ ଟିମ୍ । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର। ଅକ୍ଟୋବର ୬ ତାରିଖରେ ହୋଇଥିଲା ହତ୍ୟାକାଣ୍ଡ । ପୀତବାସ ପଣ୍ଡା ରାତିରେ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ଼ କରି ଫେରାର ହୋଇଥିଲେ। ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking