37.1 C
Bhubaneswar
Thursday, March 12, 2026
Homeଓଡିଶାପୀତବାସ ପଣ୍ଡା ହତ୍ୟାକାଣ୍ଡ: ଶିବଶଙ୍କର ଦାସ ଫୁଲବାଣୀ ଜେଲକୁ ସ୍ଥାନାନ୍ତରିତ

ପୀତବାସ ପଣ୍ଡା ହତ୍ୟାକାଣ୍ଡ: ଶିବଶଙ୍କର ଦାସ ଫୁଲବାଣୀ ଜେଲକୁ ସ୍ଥାନାନ୍ତରିତ

ବ୍ରହ୍ମପୁର: ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁଙ୍କୁ ଫୁଲବାଣୀ ଜେଲକୁ ସ୍ଥାନାନ୍ତରିତ କରାଯାଇଛି। ବ୍ରହ୍ମପୁର ଜେଲରୁ ସେ ଗଲେ ଫୁଲବାଣୀ ଜେଲ। କୋର୍ଟଙ୍କ ଅନୁମତି ପରେ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ବ୍ରହ୍ମପୁର ଜେଲରେ ସୁରକ୍ଷିତ ନଥିବା ଦର୍ଶାଇ ଥିଲେ ଜେଲର। ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାଉପରୁ ପରଦା ହଟାଇଛି ପୁଲିସ।  ପୀତାବାସଙ୍କୁ ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିବା ବେଳେ ଅଗ୍ରିମ ଭାବେ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା। ହତ୍ୟାକାଣ୍ଡର ୧୭ ଦିନ ପରେ ବ୍ରହ୍ମପୁର ପୁଲିସ ରହସ୍ୟ ଉନ୍ମୋଚନ କରିବା ସହ ଏହି ମାମଲାରେ ୧୨ ଜଣଙ୍କୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking