15.1 C
Bhubaneswar
Saturday, December 6, 2025
Homeଓଡିଶାପୀତବାସଙ୍କ ହତ୍ୟା: ସାର୍ପ ସୁଟର କୁରୁପତି ଗିରଫ

ପୀତବାସଙ୍କ ହତ୍ୟା: ସାର୍ପ ସୁଟର କୁରୁପତି ଗିରଫ

ଭୁବନେଶ୍ୱର: ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ସାର୍ପ ସୁଟର କୁରୁପତି ଭୂୟାଁ ଗିରଫ ହୋଇଛି । ଗିରଫ ହେବା ପରେ ସାର୍ପ ସୁଟର୍ କୁରୁପତିକୁ ଅଜ୍ଞାତ ସ୍ଥାନରେ ମାରାଥନ୍ ଜେରା କରାଯାଇଛି । ପୂର୍ବରୁ ଏହି ହତ୍ୟାକାଣ୍ଡ ମାମାଲରେ ଷଡଯନ୍ତ୍ରକାରୀ ଉମା ବିଶୋୟୀ ମଧ୍ୟ ଗିରଫ ହୋଇଛି । ସୂଚନା ଅନୁସାରେ, ହତ୍ୟା ଘଟଣାର ପୁରା ପ୍ଲାନ ଉମା ବିଶୋୟୀ କରିଥିଲା । କିଛି ଦିନ ତଳେ ଆତ୍ମସମର୍ପଣ କରିଥିଲା ଫେରାର୍ ଅଭିଯୁକ୍ତ ସୁଦର୍ଶନ ଜେନା । ବ୍ରହ୍ମପୁରର ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଥିଲା ।

ପୀତବାସଙ୍କ ମର୍ଡର: ଉମା ବିଶୋୟୀ ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking