27.1 C
Bhubaneswar
Thursday, April 2, 2026
Homeଓଡିଶାପିକଅପ ଓଲଟି ୨ ମୃତ: ୪ ଗୁରୁତର

ପିକଅପ ଓଲଟି ୨ ମୃତ: ୪ ଗୁରୁତର

ଗଞ୍ଜାମ: ପିକଅପ ଭ୍ୟାନ ଓଲଟି ୨ ଜଣଙ୍କ ମୃତ ହୋଇଛି । ୧୦ ଜଣ ଆହତ ହୋଇଛନ୍ତି । ଗାଙ୍ଗପୁର ଥାନା କୁଲାଙ୍ଗୀ ଗାଁ ନିକଟରେ ପିକଅପ ଓଲଟି ପଡିଛି । ୧୦ ଆହତଙ୍କ ମଧ୍ୟରୁ ୪ ଗୁରୁତର ଆହତ ହୋଇଛନ୍ତି ।  ସମସ୍ତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।  ଦାନ୍ତେଲିଙ୍ଗିରୁ ସାନବୋରସିକ ଭୋଜି ପାଇଁ ଯିବାବେଳେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ  ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking