25.1 C
Bhubaneswar
Wednesday, October 23, 2024
Homeଓଡିଶାଅଗଷ୍ଟ ୫ରେ ପିଜି ମେରିଟ୍ ଲିଷ୍ଟ

ଅଗଷ୍ଟ ୫ରେ ପିଜି ମେରିଟ୍ ଲିଷ୍ଟ

ଭୁବନେଶ୍ୱର : ପିଜି ନାମଲେଖା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ଅଗଷ୍ଟ ୫ ଅପରାହ୍ନ ୪ଟାରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଅଗଷ୍ଟ ୫ରୁ ୧୨ ତାରିଖ ମଧ୍ୟରେ ଚଏସ୍ ଫିଲିଂ ହେବ । ୨୦ ତାରିଖ ଅପରାହ୍ନ ୪ଟାରେ ପ୍ରଥମ ରାଉଣ୍ଡ ସିଟ୍ ଆଲଟମେଣ୍ଟ କରାଯିବ । ଅଗଷ୍ଟ ୩୧ରେ ଦ୍ୱିତୀୟ ରାଉଣ୍ଡ ସିଟ ଆଲଟମେଣ୍ଟ ଲିଷ୍ଟ ଆସିବ ।

ପାକିସ୍ତାନରେ ସିଆ-ସୁନ୍ନି ବିବାଦ, ଗଲାଣି ୪୮ ଜୀବନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking