22.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଇସ୍କନ୍‌ ବ୍ୟାନ ପାଇଁ ହାଇକୋର୍ଟରେ ପିଟିସନ୍ ଦାଖଲ

ଇସ୍କନ୍‌ ବ୍ୟାନ ପାଇଁ ହାଇକୋର୍ଟରେ ପିଟିସନ୍ ଦାଖଲ

ବ୍ୟୁରୋ: ଇସ୍କନ ନେତା ତଥା ହିନ୍ଦୁ ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କୁ ବାଂଲାଦେଶରେ ଗିରଫ କରିବା ଘଟଣା ଜୋର ଧରିଛି। ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବାଂଲାଦେଶର ଓକିଲ ହାଇକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି। ମଙ୍ଗଳବାର ହିଂସାକାଣ୍ଡରେ ପ୍ରାଣ ହରାଇଥିବା ପବ୍ଲିକ୍ ପ୍ରସିକ୍ୟୁଟର ସୈଫୁଲ ଇସଲାମଙ୍କ ମୃତ୍ୟୁ ଏବଂ ଚିନ୍ମୟ ଦାସଙ୍କ ସମର୍ଥକ ଓ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ସଂଘର୍ଷ ସମ୍ପର୍କରେ ମଧ୍ୟ ଆଇନଜୀବୀ କୋର୍ଟରେ ଉଲ୍ଲେଖ କରିଥିଲେ। ଇସ୍କନ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି । ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଜଷ୍ଟିସ ଫରାହ ମେହବୁବଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking