27.3 C
Bhubaneswar
Friday, April 10, 2026
Homeଓଡିଶାବଡ଼ଦାଣ୍ଡରେ ଷ୍ଟଲ ପାଇଁ ଅନୁମତି

ବଡ଼ଦାଣ୍ଡରେ ଷ୍ଟଲ ପାଇଁ ଅନୁମତି

ଭୁବନେଶ୍ୱର : ଆଗକୁ ରଥଯାତ୍ରା । ତେବେ ରଥଯାତ୍ରାରେ ବଡ଼ଦାଣ୍ଡରେ ଷ୍ଟଲ ଖୋଲାଯିବା ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବଡ଼ଦାଣ୍ଡରେ ଷ୍ଟଲ ପାଇଁ ସର୍ତ୍ତମୂଳକ ଅନୁମତି ମିଳିଛି । ଆଉ ଏହି ଅନୁମତି ଦେଇଛନ୍ତି ମାନ୍ୟବର ହାଇକୋର୍ଟ ।ତେବେ ବ୍ୟବସାୟ ନୁହେଁ, ଜନସେବା ପାଇଁ ଷ୍ଟଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କିତ ସତ୍ୟପାଠକୁ କଡ଼ାକଡ଼ି ପାଳନ କରିବାକୁ ହାଇକୋର୍ଟ ମ୍ୟୁନିସିପାଲିଟିକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏନେଇ ପୁରୀ ମ୍ୟୁନିସିପାଲିଟି ସତ୍ୟପାଠ ଦାଖଲ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking