24.1 C
Bhubaneswar
Friday, February 6, 2026
Homeଓଡିଶାପର୍ଯ୍ୟାୟ କ୍ରମେ ରତ୍ନଭଣ୍ଡାର ଗଣତିମଣତି

ପର୍ଯ୍ୟାୟ କ୍ରମେ ରତ୍ନଭଣ୍ଡାର ଗଣତିମଣତି

ପୁରୀ: ପର୍ଯ୍ୟାୟକ୍ରମେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର  ଗଣତିମଣତି ହେବ ।  ଶ୍ରୀମନ୍ଦିର ପଚିଚାଳନା  କମିଟି ବୈଠକ ପେର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିରରେ ନୀତିକାନ୍ତି ଅଧିକ ନଥିବ, ସେହି ସମୟରେ ଗଣତିମଣତି ହେବ । ନୀତିରେ ବାଧା ଓ ଶ୍ରଦ୍ଧାଳୁଙ୍କୁ ଯେଭଳି ଅସୁବିଧା ନହେବ ଧ୍ୟାନ ଦେବୁ ।  ଏନେଇ ଆଉ ଏକ ଏସଓପି ଆସିବ । ପର୍ଯ୍ୟାୟକ୍ରମେ ଗଣତିମଣତି ହେବ ।କୌଣସି ସମୟ ସୀମା ନୁହେଁ । ତ୍ରୁଟିଶୂନ୍ୟ ଗଣତିମଣତି ଲକ୍ଷ୍ୟ ରଖାଯାଇଛି । ଏମାର ମଟର ଜବତ ରୁପା ଇଟାକୁ ନେଇ ଆଲୋଚନା ହୋଇଛି । ଶ୍ରୀଜିଉଙ୍କୁ ସ୍ୱର୍ଣ୍ଣ ଅଳଙ୍କାରର ଆଉ ଏକ ସେଟ କରିବାକୁ ପ୍ରସ୍ତାବ ଗୃହୀତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking