18.1 C
Bhubaneswar
Thursday, December 18, 2025
Homeଓଡିଶାବିଏମସି କମିଶନରଙ୍କୁ ଘେରିଲେ ଲୋକେ

ବିଏମସି କମିଶନରଙ୍କୁ ଘେରିଲେ ଲୋକେ

 ଭୁବନେଶ୍ୱର: ଭୁବନେଶ୍ୱରର ବଡଗଡ ଓ ଲକ୍ଷ୍‌ମୀସାଗରରେ ବିଏମସି କମିଶନର । ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲଙ୍କୁ ଘେରିଲେ ଲୋକେ ।  ବର୍ଷା ଜଳ ନିଷ୍କାସନ ସମସ୍ୟାର ସ୍ଥିତି ଅନୁଧ୍ୟାନ ବେଳେ  ବିରୋଧ କରିଛନ୍ତି । ଲକ୍ଷ୍‌ମୀସାଗର ଡ୍ରେନ ନଂ-୬ ଓ ଦୟା ୱେଷ୍ଟ କେନାଲ ବୁଲି ଦେଖିଲେ । ସିଟି ଇଂଜିନିୟରଙ୍କ ସହ ଆଲୋଚନା କଲେ ବିଏମସି କମିଶନର । ସ୍ଥାୟୀ ସମାଧାନ ପାଇଁ  ଡିଜାଇନ ଆସିଲେ ଶୀଘ୍ର କାମ ଆରମ୍ଭ । ଗତକାଲି ବର୍ଷାରେ ବଡଗଡ କେନାଲ ରୋଡରେ ଘରେ ପଶିଥିଲା ପାଣି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking