24.1 C
Bhubaneswar
Tuesday, February 10, 2026
Homeଓଡିଶାଭୋଗ ଖାଇ ୫୦ରୁ ଅଧିକ ଲୋକ ଗୁରୁତର

ଭୋଗ ଖାଇ ୫୦ରୁ ଅଧିକ ଲୋକ ଗୁରୁତର

କଳାବାଡ଼ିଆ : ଗଣେଶ ପୂଜା ଭୋଗ ଖାଇ ୫୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଛନ୍ତି। ଶନିବାର ବାଙ୍ଗିରିପୋଷି ବ୍ଲକ ଭୂଆସୁଣୀ ପଞ୍ଚାୟତ ରାୟାଁ ଗାଁ ସ୍କୁଲରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା। ଗଣେଶଙ୍କଠାରେ ଲାଗି ହୋଇଥିବା ଚୁଡ଼ାଭୋଗ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟା ହୋଇଥିଲା। ଭୋଗ ଖାଇ ରବିବାର ୫୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଥିଲେ। ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking