28.1 C
Bhubaneswar
Wednesday, February 4, 2026
Homeଓଡିଶାଆସନ୍ତା ୨୨ରେ ହେବାକୁ ଥିବା ଖଣି ଖାଦାନ ଖନନ ଜନ ଶୁଣାଣିକୁ ବିରୋଧ କରିବେ ଖଣି ଅଞ୍ଚଳ...

ଆସନ୍ତା ୨୨ରେ ହେବାକୁ ଥିବା ଖଣି ଖାଦାନ ଖନନ ଜନ ଶୁଣାଣିକୁ ବିରୋଧ କରିବେ ଖଣି ଅଞ୍ଚଳ ଲୋକେ

ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ଖଣି ଉପତ୍ୟକାରେ କ୍ରମାଇଟି ପଚୁର ପରିମାଣ ରେ ରାହିଛି ଏବ ଓଡ଼ିଶା ଖଣି ନିଗମ ନୂତନ ଖଣି ଖନନ ପାଇଁ ସରକାରି ସ୍ତର ରେ କାର୍ଯ୍ୟ ଆରମ୍ଭ କରିଛି ସୁକିନ୍ଦା ରକାଳିଆପାଣି, ଓଡ଼ିଶା ଖଣି ନିଗମର ଖଣିରେ ବଢିବ ଉତ୍ପାଦନ, ଖଣି ନିଗମ ହେବ ଲାଭବାନ ହେଲେ ସ୍ଥାନୀୟ ବାସିନ୍ଦା ପାଇବେ କଣ , ଏହି ପ୍ରଶ୍ନ ଖଣି ପ୍ରଭାବିତ ଅଞ୍ଚଳ ଉଁକି ମାରୁଚି ଖଣି ମାଲିକ ମାନେ ଅଚଳ ର ମୌଳିକ ସୁବିଧା ପ୍ରତି ଦୃଷ୍ଟି ଦେଉ ନାହାଁନ୍ତି ପାନୀୟ ଜଳ ଗମନାଗମ ପ୍ରଦ୍ୟୁଷଣ ରେ ଖଣି ବାସି ଅତିଷ୍ଟ। ଖଣି ଅଞ୍ଚସ୍ଥାନୀୟ ବାସିନ୍ଦା ଙ୍କ ପାଇଁ ଖଣି ନିଗମ ଏବେ ଦୁଃଖ ପାଲଟିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ନୂତନ ଖଣି ଖନନ ବୃଦ୍ଧି ବିରୋଧ ବୋଲି ଖଣି ଅଞ୍ଚଳ ରେ ମେଳି ବାନ୍ଧି ଲେଣି ଜନ ଶୁଣାଣି କୁ ପ୍ରବଳ ବିରୋଧ କରିବେ । ଖଣି ର ଉତ୍ପାଦନ ବୃଦ୍ଧି କରି ଲାଭ ପରେ ଲାଭ କରୁଛି ଖଣି ନିଗମ । ହେଲେ ସ୍ଥାନୀୟ ଲୋକଙ୍କ ବିକାଶ କରିବା ପ୍ରତିଶ୍ରୁତି ଦେଉଥିବା ବେଳେ ତାହା କାଗଜ କଲମରେ ସିମୀତ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ସୁକୁରୁଙ୍ଗି ଗ୍ରାମକୁ ଦୀର୍ଘ ବର୍ଷ ହେବ ପୋଷ୍ୟ ଗ୍ରାମ ଭାବେ ଖଣି ନିଗମ ନେଇଥିବା ବେଳେ ପ୍ରକୃତରେ ତାହା କାଗଜ କଲମରେ ସିମୀତ ରହିଛି । ସେପରି ଖଣି ସଂ ଲଗ୍ନ ଗ୍ରାମ ଗୁଡ଼ିକର ଜମିରେ ମାଟି ଡମ୍ଫ ରୁ ମାଟି ଚରି ଯିବାରୁ ବହୁ ଧାନ ଫସଲ ନଷ୍ଟ ହେଉଛି । ଖଣି ରୁ ନିର୍ଗତ ଜଳ ଏବେ କ୍ୟାନ୍ସର , କିଡ଼ିନୀ ପରି ରେ ବହୁ ଲୋକ ମୃତ୍ୟୁ ବରଣ କରୁଛନ୍ତି । ଏସବୁ ସମସ୍ୟା ଥିବା ବେଳେ ସ୍ଥାନୀୟ ନିଯୁକ୍ତି କୁ ଖଣି ନିଗମ ଭୁଲି ଯାଇଛି । ବାହାର ଲୋକ ଙ୍କୁ ନିଯୁକ୍ତି ଦେଇ ସ୍ଥାନୀୟ ବାସିନ୍ଦା ଙ୍କୁ ବେ ରୋଜଗାର କରୁଛି । ଯାହାକୁ ନେଇ ଆସନ୍ତା ୨୨ ତାରିଖରେ ହେବାକୁଥିବା ଜନ ଶୁଣା ଣି କୁ ସ୍ଥାନୀୟ ବାସିନ୍ଦା ବିରୋଧ କରିବେ ବୋଲି ମତାମତ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking